ବିପଦପୂର୍ଣ୍ଣ ଫୁଟପାଥ, ମରାମତି ଦାବି

କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ବିପଦପୂର୍ଣ୍ଣ ଫୁଟପାଥ ଯୋଗୁଁ ଯାତାୟତ ସମସ୍ୟା ଦେଖାଦେବା ସହ ଦୁର୍ଘଟଣାର କାରଣ ହେଉଛି।

ଦୀର୍ଘଦିନ ହେଲା ଫୁଟପାଥର କଂକ୍ରିଟକଭର ଭାଙ୍ଗି ଯାଇଥିଲେ ହେଁ କାହାରି ନଜର ପଡୁନାହିଁ କିମ୍ବା ମରାମତି ହେଇ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ସବୁଦିନ ବହୁ ସଂଖ୍ୟାରେ ଲୋକ ବିଭିନ୍ନ କାମରେ ଆସୁଥିବାବେଳେ ଏହି ଫୁଟପାଥରେ ଯାତାୟତ କରିଥାନ୍ତି। ଏଣୁ ମରାମତି କରିବାକୁ ଦାବି ହେଉଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes