ବିନିକା ଶୀତଳଷଷ୍ଠୀ : ଦେବ ଦେବ ମହାଦେବଙ୍କୁ ନିମନ୍ତ୍ରଣ

ବିନିକା ଶୀତଳଷଷ୍ଠୀ ଯାତ୍ରା ପରିଚାଳନା କମିଟି ପକ୍ଷରୁ ଆଜି ସନ୍ଧ୍ୟାରେ ଦେବ ଦେବ ମହାଦେବଙ୍କ ନିମନ୍ତ୍ରଣ ପର୍ବ ଅନୁଷ୍ଟିତ ହୋଇଥିଲା ଏଥି ନିମନ୍ତେ ବିଶେଶ୍ୱର ମନ୍ଦିର ପ୍ରାଙ୍ଗଣରେ ପୂଜକ ରାଧାବଲ୍ଲଭ ଷଡ଼ଙ୍ଗୀ ଓ ନାରାୟଣ ପାଢୀଙ୍କ ଦ୍ଵାରା ଯଥାରୀତି ପୂଜାର୍ଚ୍ଚନା ପରେ ଶ୍ରଦ୍ଧାଳୁ ଭକ୍ତଙ୍କ ଜୟ ଜୟ ଧ୍ୱନିରେ ମନ୍ଦିର ପରିସର ପ୍ରକମ୍ଭିତ ହୋଇଥିଲା ।

ଆସନ୍ତା ୪ତାରିଖ ଦିନ ଶିବ ପାର୍ବତୀଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes