ବିନିକା ଥାନାରେ ଆମ ପୁଲିସ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସଭାଗୃହ ଠାରେ ଆଜି ଥାନା ଅଧିକାରୀ ପବିତ୍ର ସାହୁଙ୍କ ପରିଚାଳନାରେ ଆମ ପୁଲିସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏଥିରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ୱରେଶ ପଣ୍ଡା,ଉପଜିଲ୍ଲାପାଳ ନିହାର ରଞ୍ଜନ କୁଅଁର ଓ ଏସଡିପିଓ ପୁଷ୍ପାଞ୍ଜଳି ମିଞ୍ଜ ଯୋଗଦେଇ ପୁଲିସ ସହିତ ଜନସାଧାରଣଙ୍କ ସୁ ସମ୍ପର୍କ ଏବଂ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes