ବିନିକାରେ ବ୍ରାହ୍ମଣ ଏକତା ମଞ୍ଚର ଶୋଭାଯାତ୍ରା

ପର୍ଶୁରାମ ଜୟନ୍ତୀ ଉପଲକ୍ଷେ ଆଜି ବିନିକା ବ୍ଲକ ବ୍ରାହ୍ମଣ ସଂଗଠନ ତରଫରୁ ଏକ ବିରାଟ ଶୋଭାଯାତ୍ରା ଅନୁଷ୍ଟିତ ହୋଇଥିଲା।ସ୍ଥାନୀୟ ପାପକ୍ଷୟ ଠାରୁ ଶତାଧିକ ବ୍ରାହ୍ମଣ ଏକ ବାଇକ ରେଲିରେ ବାହାରି ପ୍ରଥମେ ସହର ପରିକ୍ରମା ପରେ ଗଣେଶପୁର,ସିନ୍ଦୂରପୁର,ଅରିଗାଁ, ଭମରପାଲି ପର୍ଯ୍ୟନ୍ତ ଯାଇଥିଲେ ।

ଶୋଭାଯାତ୍ରା ବେଳେ ପର୍ଶୁରାମଙ୍କ ଜୟଧ୍ବନିରେ ସହର ପ୍ରକଂଵିତ ହୋଇଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes