ବିଧାୟକ ମହମ୍ମଦ ମୋକିମ ଓ ପୂର୍ବତନ ଆଇଏଏସ ବିନୋଦ କୁମାରଙ୍କୁ ଜେଲ

ଅନୁଚିତ ଅନୁଗ୍ରହ ଦର୍ଶାଇ ମେଟ୍ରୋ ବିଲଡର୍ସକୁ ଓଏଚଆରଡ଼ିସି 150 ଲକ୍ଷ ଟଙ୍କା ଋଣ ଦେବା ମାମଲାରେ ଆଜି ଭିଜିଲାନ୍ସ କୋର୍ଟ ମେଟ୍ରୋ ବିଲଡର୍ସ ଏମଡି ମହମ୍ମଦ ମୋକିମ ଓ ଓଏଚଆରଡିସିର ପୂର୍ବତନ ଏମଡି ତଥା ପୂର୍ବତନ ଆଇଏଏସ ବିନୋଦ କୁମାରଙ୍କୁ ତିନି ବର୍ଷ ଲେଖାଏ ଜେଲ ଓ 50 ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ହୋଇଛି l
ଏଥିସହ କମ୍ପାନୀ ସେକ୍ରେଟାରୀ ସ୍ବସ୍ତିରଞ୍ଜନ ମହାନ୍ତି ଓ ମେଟ୍ରୋ ବିଲଡର୍ସ ନିର୍ଦ୍ଦେଶକ ପିୟୁଷ ମହାନ୍ତିଙ୍କୁ ମଧ୍ୟ ତିନି ବର୍ଷ ଲେଖାଏଁ ଜେଲ ଓ 50 ହଜାର ଟଙ୍କା ଜରିମାନା ହୋଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes