ବିଧାନସଭା ପ୍ରବେଶ ପଥରେ ବିଜେପି ବିଧାୟକମାନଙ୍କ ଧାରଣା

ନବ ଦାସ ହତ୍ୟା ପ୍ରସଙ୍ଗରେ ଗୃହରେ ନାରାବାଜି ପରେ ଧାରଣା ଦେଇଛନ୍ତି ବିଜେପି ବିଧାୟକ।

ତଦନ୍ତ ପ୍ରକ୍ରିୟାରେ ପ୍ରତିବାଦ କରି ଧାରଣାରେ ବସିଛନ୍ତି। ୨ ମାସ ପରେ ବି ହତ୍ୟାର ଉଦ୍ଦେଶ୍ୟ ଜଣାପଡ଼ିନଥିବାରୁ ପ୍ରତିବାଦ କରିଛନ୍ତି। ଏଫବିଆଇ ଆଳ ବନ୍ଦ କରି ସିବିଆଇକୁ ତଦନ୍ତ ଦେବା ଦାବିରେ ଧାରଣା ଦେଇଛନ୍ତି ବିଜେପି ସଦସ୍ୟ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes