ବିଧାନସଭାରେ ଉଠିବ ଛାତ୍ରୀ ଆତ୍ମହତ୍ୟା ଘଟଣା : ମୋହନ

ରାଗିଙ୍ଗ ପାଇଁ ବିଜେବିରେ ଛାତ୍ରୀଙ୍କ ଆତ୍ମହତ୍ୟା ପ୍ରସଙ୍ଗ ବିଧାନସଭାରେ ଉଠିବ ବୋଲି ଆଜି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ l ବାରମ୍ବାର ଏପରି ଘଟଣା ହେଉଥିଲେ ମଧ୍ୟ ସରକାର ଠୋସ ପଦକ୍ଷେପ ନେଉନଥିବା ସେ କହିଛନ୍ତି l

ସେହିପରି ଗୃହରେ ଏହି ପ୍ରସଙ୍ଗ ଉଠାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିବେ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes