ବିଦ୍ୟୁତ ସେବା ବନ୍ଦ ନେଇ ବିଦ୍ୟୁତ ବିଭାଗର ସୂଚନା

ବରଗଡ଼ ସହରର ସମସ୍ତ ଓ୍ବାର୍ଡରେ ଆସନ୍ତା ୬ ତାରିଖ ବିଦ୍ୟୁତ ସେବା ବନ୍ଦ ରହିବା ନେଇ ବରଗଡ଼ ବିଦ୍ୟୁତ୍ ବିଭାଗୀୟ ପକ୍ଷରୁ ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes