ବିଦ୍ୟୁତ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଧମକ

ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଅଞ୍ଚଳର ଖଣ୍ଡହତାରେ ଜଣେ ଯୁବକ 33 କେଭି ବିଦ୍ୟୁତ ଟାୱାର ଉପରେ ଚଢି ଆତ୍ମହତ୍ୟା ଧମକ ଦେଉଥିବା ଆଜି ସକାଳେ ଦେଖିବାକୁ ମିଳିଛି l

ପାରିବାରିକ କନ୍ଦଳକୁ ନେଇ ସେ ଏଭଳି ପଦକ୍ଷେପ ନେଇଛନ୍ତି l ତାଙ୍କୁ ଉଦ୍ଧାର କରିବାକୁ ଅଗ୍ନିଶମ ବାହିନୀ ଓ ପୁଲିସ ସେଠାରେ ପହଞ୍ଚିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes