ବିଦ୍ୟୁତ କାଟ ସ୍ଥିତିର ସମୀକ୍ଷା ପାଇଁ ଆଜି ଉଚ୍ଚସ୍ତରୀୟ ବୈଠକ

ସୁନ୍ଦରଗଡ଼ର ଦର୍ଲିପାଲି ପାୱାର ହାଉସରୁ ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହୋଇଥିବାରୁ ରାଜ୍ୟରେ ବିଦ୍ୟୁତ କାଟ ସ୍ଥିତି ଉତ୍ପନ୍ନ ହୋଇଛି l

ପରିସ୍ଥିତିର ସମୀକ୍ଷା ପାଇଁ ମୁଖ୍ୟ ଶାସନ ସଚିବ ଆଜି ଉଚ୍ଚ ସ୍ତରୀୟ ବୈଠକ ଡାକିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes