ବିଦ୍ୟୁତ ଆଘାତରେ ୨ ନାବାଳକ ମୃତ

୨ ମୃତକ ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଉଣ୍ଡୁରୁକୁଣ୍ଡା ଗାଁର। ତାଙ୍କ ବୟସ ୭ ଓ ୯ ବର୍ଷ ।

ଚଢ଼େଇ ଧରିବାକୁ ଗଛ ଉପରେ ଚଢ଼ିଥିବା ବେଳେ କରେଣ୍ଟ ଲାଗି ମୃତ୍ୟୁ ଘଟିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes