ବିଦ୍ୟୁତ୍‌ ଚାର୍ଜିତ ବାରହା ଫାଶ ସଂସ୍ପର୍ଶରେ ଆସି ଯୁବକ ମୃତ

କଳାହାଣ୍ଡି ଜିଲ୍ଲା ନର୍ଲା ଓଲାବୁଲା ଗାଁରେ ଶୌଚ ଯିବା ବେଳେ ଏହି ଅଘଟଣ ଘଟିଛି।

ଯୁବକଙ୍କୁ ବଞ୍ଚାଇବାକୁ ଉଦ୍ୟମ କରି ଆଉ ଜଣେ ଗୁରୁତର ହୋଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes