ଚାଷ ଜମିକୁ ହଳ କରିବାକୁ ଯାଇଥିବା ବେଳେ ବିଦ୍ୟୁତ୍ ଆଘାତରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟଣାରେ ଜାତୀୟ ମାନବାଧିକାର କମିଶନ ଶକ୍ତି ବିଭାଗ ସଚିବଙ୍କୁ ନୋଟିସ କରି ଚାରି ସପ୍ତାହ ମଧ୍ୟରେ ନିଆ ଯାଇଥିବା କାର୍ଯ୍ୟାନୁଷ୍ଠାନର ସବିଶେଷ ରିପୋର୍ଟ ଦେବାକୁ ଆଦେଶ କରିଛନ୍ତି।
ମୃତ ନାବାଳକ
ଙ୍କ ନାମ କର୍ମୁ ପଳେଇ ଓ ଘର ନାୟାକୋଟ ଅଞ୍ଚଳରେ ବୋଲି ଜଣା ପଡିଛି।