ବିଦ୍ଯୁତ ସମସ୍ଯା ନେଇ ଜନସାଧାରଣଙ୍କ ଅସନ୍ତୋଷ

ସୋନପୁର ସଦରବ୍ଲକ ଅନ୍ତର୍ଗତ ଲଛିପୁର ଅଞ୍ଚଳରେ ବିଦ୍ଯୁତ ସମସ୍ଯା ଯୋଗୁଁ ଅଞ୍ଚଳରେ ଜନସାଧାରଣ ଅସୁବିଧା ଭୋଗୁଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ ।

ଚାଷପାଇଁ ସମସ୍ଯା ହେଉଥିବା ବେଳେ ଗ୍ରାମଗୁଡ଼ିକେରେ ଜଳଯୋଗାଣ ବାଧାପ୍ରାପ୍ତ ହେଉଛି ଫଲରେ ସାଧାରଣ ଲୋକଙ୍କ ପାଇଁ ସମସ୍ଯା ଦେଖାଦେଇଥିବାରୁ ବିଭାଗୀୟ ଜେଇକୁ ଯୋଗାଯୋଗ କରାଯାଇଥିଲା ହେଲେ ସାଲେଭଟା ଗ୍ରୀଡରେ କାମ ଚାଲିଥିବାରୁ ବିଦ୍ଯୁତ ସେବା ବାଧାପ୍ରାପ୍ତ ହୋଇଛି ବୋଲି କହିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes