ବିଦେଶରେ ପ୍ରଦର୍ଶିତ ହେଲା ଚକରା ବିଶୋଇ ଓ ବାଜି ରାଉତଙ୍କ ଦେଶପ୍ରେମ

କତାର ଦେଶରେ ଥିବା ଓଡ଼ିଆ ସଂଗଠନ ‘ଉତ୍କଳିକା କତାର’ ଆନୁକୁଲ୍ୟରେ କତାରସ୍ଥିତ ଇଣ୍ଡିଆନ କଲଚରାଲ ସେଣ୍ଟର ଠାରେ ମେ ୪ରେ ଉତ୍କଳ ଦିବସ ଏବଂ ଆଜାଦୀର ଅମୃତ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି l

ଏହି ଅବସରରେ ଢେଙ୍କାନାଳର ନାଟ୍ୟାନୁଷ୍ଠାନ’ଅଲଟରନେଟିଭ ରିଦିମ ଥିଏଟର’ ର ଦୁଇଟି ଲୋକପ୍ରିୟ ନାଟକ ‘ମୁଁ ଚକରା କହୁଛି’ ଏବଂ ‘ମୁକ୍ତି ସଳିତା’ ଡିଜିଟାଲ ପରଦାରେ ପ୍ରଦର୍ଶିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes