ବିଡ଼ିଓଙ୍କ ସମ୍ପତ୍ତି 5 କୋଟି, ବୟାଳିଶମୌଜାରେ ଚଢ଼ାଉ

ଜଳେଶ୍ୱର ବିଡ଼ିଓ ଅଶ୍ୱିନୀ କୁମାର ଦାସଙ୍କ ବାସଭବନ ଏବଂ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉରେ 5.07 କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଥିବା ଜଣାପଡିଛି l ବାଲେଶ୍ୱର, କେନ୍ଦ୍ରାପଡ଼ା ଏବଂ କଟକର ବୟାଳିଶମୌଜା, ଖପୁରିଆରେ ଚଢ଼ାଉ ହୋଇଥିଲା l
ଏହା ମଧ୍ୟରେ ଅଛି କଟକ ଓ କେନ୍ଦ୍ରାପଡ଼ାରେ 24 ଟି ପ୍ଲଟ, 2 କୋଟି ଟଙ୍କାର ଦୁଇଟି କୋଠା, 73.91 ଲକ୍ଷ ଟଙ୍କାର ବ୍ୟାଙ୍କ ଓ ବୀମା ଜମା, 1.7 ଲକ୍ଷ ଟଙ୍କା ନଗଦ, 1.028 କିଲୋ ସୁନା ଏବଂ 3.632 କିଲୋ ରୁପା ଅଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes