ବିଜେବି କଲେଜ ଛାତ୍ରୀ ନିବାସରେ ଗତକାଲି ରାତିରେ ଯୁକ୍ତ ତିନି କଳା ପ୍ରଥମ ବର୍ଷର ଜଣେ ଛାତ୍ରୀ ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଥିବା ଆଜି ପୁଲିସ କହିଛି l
ବଡ଼ଗଡ଼ ଥାନା ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି l ଛାତ୍ରୀଙ୍କ ଘର କଟକ ଜିଲ୍ଲାର ଫୁଲନଖରା ଅଞ୍ଚଳରେ ବୋଲି ଜଣାପଡିଛି l
Credible Local News of Odisha