ବିଜେବି କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ପଛରେ ରାଗିଙ୍ଗ ଅଭିଯୋଗ

ବିଜେବି କଲେଜ ଛାତ୍ରୀ ନିବାସରେ ଗତକାଲି ରାତିରେ ଯୁକ୍ତ ତିନି କଳା ପ୍ରଥମ ବର୍ଷର ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିବା ବେଳେ ରାଗିଙ୍ଗରେ ଅତିଷ୍ଠ ହୋଇ ସେ ଜୀବନ ହାରିଥିବା ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି l

ଛାତ୍ରୀଙ୍କ ମୃତ ଦେହ ନିକଟରୁ ଜବତ ହୋଇଥିବା ସୁଇସାଇଡ ନୋଟରେ ସେ ତିନି ଜଣ ସିନିଅର ଛାତ୍ରୀ ତାଙ୍କୁ ରାଗିଙ୍ଗ କରିବା ସହ ମାନସିକ ନିର୍ଯାତନା ଦେଇଥିବା ଲେଖିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes