ବିଜେବି କଲେଜ ଛାତ୍ରଙ୍କୁ ମାଡ଼ ମାରିବା ଘଟଣା; ୪ ଅଣଛାତ୍ର ଗିରଫ

୪ ଅଭିଯୁକ୍ତ ଅଣଛାତ୍ରଙ୍କୁ ଗିରଫ କରିଛି ବଡ଼ଗଡ଼ ଥାନା ପୁଲିସ।

ଆକ୍ରମଣରେ ବ୍ୟବହୃତ ଛୁରି, ଷ୍ଟମ୍ପ୍‌ ଓ ବାଇକ୍‌ ମଧ୍ୟ ଜବତ ହୋଇଛି। ଗିରଫ ସମସ୍ତ ଅଣଛାତ୍ର ମହିଷାଖାଲ ବସ୍ତି ଅଞ୍ଚଳର ବୋଲି ସୂଚନା ମିଳିଛି।କଲେଜ କ୍ୟାମ୍ପସରେ କ୍ରିକେଟ ଖେଳକୁ ନେଇ ଆକ୍ରମଣ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes