ବିଜେପି ପକ୍ଷରୁ ୧୨ ଘଣ୍ଟିଆ ଦଶପଲା ସହର ବନ୍ଦ ପାଳନ

ନୟାଗଡ଼ ଜିଲ୍ଲା ଦଶପଲାରେ ଧାନ ମଣ୍ଡି ସମସ୍ୟା ନେଇ ବନ୍ଦ ଡାକରା ଦେଇଛି ବିଜେପି।

ଫଳରେ ସହରରେ ସ୍କୁଲ, କଲେଜ, ଦୋକାନ ବଜାର, ଗାଡ଼ି ଚଳାଚଳ ବନ୍ଦ ରହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes