ବିଜେପିରେ ମିଶିଲେ ବରଗଡ଼ର ପୂର୍ବତନ ସାଂସଦ ସଞ୍ଜୟ

ବରଗଡ଼ର ପୂର୍ବତନ ସାଂସଦ ସଞ୍ଜୟ ଭୋଇ ପଦ୍ମପୁରରେ ବିଜେପିରେ ମିଶିଛନ୍ତି।

ବିଜେପି ନେତା ସମୀର ମହାନ୍ତି, ସୁରେଶ ପୂଜାରୀ, ଜୟନାରାୟଣ ମିଶ୍ରଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେଇଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes