ବିଜେଡି ପ୍ରତିନିଧି ଦଳର ପ୍ରଶାସନ ସହ ଆଲୋଚନା

ସମ୍ବଲପୁର ସହରରେ ଲାଗି ରହିଥିବା ଟ୍ରାଫିକ ଓ ପାର୍କିଂ ସମସ୍ୟା ତଥା ଏହାର ସମାଧାନ ବିଷୟରେ ଆଜି ସମ୍ବଲପୁର ବିଜୁ ଯୁବ ଜନତା ଦଳ ପକ୍ଷରୁ ସମ୍ବଲପୁର ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ତଥା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତପନ ମହାନ୍ତିଙ୍କୁ ଭେଟି ଆଲୋଚନା କରାଯାଇଛି ।

ପ୍ରଶାସନ ପକ୍ଷରୁ ମଧ୍ୟ ସକାରାତ୍ମକ ଭାବେ ସବୁ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବାକୁ ବିଜେଡି ପ୍ରତିନିଧି ଦଳକୁ ପ୍ରତିଶ୍ରୁତି ଦିଆଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes