ବିଜେଡି ପକ୍ଷରୁ ଶୁଦ୍ଧି କ୍ରିୟା ପାଇଁ ଆର୍ଥିକ ସହାୟତା

କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବିଜେଡି ପକ୍ଷରୁ ରବିବାର ଗାଁ ର ମହେଶ୍ୱର ମହନ୍ତ ଙ୍କ ମା ଙ୍କ ଦେହାନ୍ତପରେ ବିଜେଡି ପକ୍ଷରୁ ଶୁଦ୍ଧିକ୍ରିୟା ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି।ବିଜେଡି ପକ୍ଷରୁ ଚିନ୍ତାମଣି ମହାନ୍ତ, ଉମାକାନ୍ତ ମହାନ୍ତ , ଲିପୁ ପଲେଇ ,ଲିଟୁ ପଳେଇ ,ଡମ୍ବରୁ ମହନ୍ତ , କୁନା ବେହେରା ,ବିମ୍ବା ଧର ମହନ୍ତ ,ବିକ୍ରମ ସେଠୀ ଦ୍ଵାରି ନା ଏ କ, ଓ ପ୍ରଭା ନାଏକ ପ୍ରମୁଖ ମହେଶ୍ବର ଙ୍କୁ ଭେଟି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes