ନବ ଦାସ ହତ୍ୟା ନେଇ ମୁଁ କହୁଥିବାରୁ ବିଜେଡି ଉତକ୍ଷିପ୍ତ ହୋଇପଡିଛି, ମୁଁ ଆଜି ସର୍କିଟ ହାଉସରେ ଥିବା ଖବର ପାଇ ବିଜେଡି ଗୁଣ୍ଡା ମୋତେ ହତ୍ୟା କରିବାକୁ ଆସିଥିଲେ କହିଛନ୍ତି ଜୟନାରାୟଣ।
ମୁଁ ଆଜି ସର୍କିଟ ହାଉସରେ ଯଦି ଥାଆନ୍ତି, ମୋ ଅବସ୍ଥା କଣ ହୋଇଥାନ୍ତା, ‘ମୋତେ ରାସ୍ତାରୁ ହଟାଇବାକୁ ବିଜେଡି, ରାଜ୍ୟ ସରକାର ଚକ୍ରାନ୍ତ ଚଳାଇଛନ୍ତି ବୋଲି କହିଛନ୍ତି ଜୟନାରାୟଣ।