ବିଜିନେସ ମେଳାରେ ଆକର୍ଷିତ କରୁଛି ମହିଳାଙ୍କ ଷ୍ଟଲ

ଜନତା ମୈଦାନରେ ଇଣ୍ଡିଆନ ଚାମ୍ବର ଅଫ କମର୍ସର ଏଣ୍ଟରପ୍ରିନ୍ୟୁରସିପ କାଉନସିଲ ଦ୍ୱାରା ଆୟୋଜିତ ଭାରତର ପ୍ରଥମ ମହିଳା ବିଜିନେସ ମେଳାରେ ମହିଳାଙ୍କ ଷ୍ଟଲ ଲୋକଙ୍କୁ ଆକର୍ଷିତ କରୁଛି l
ମେଳାରେ 100 ରୁ ଅଧିକ ଷ୍ଟଲ ଥିବା ବେଳେ ଖାଦ୍ୟ ଓ ଗେମିଙ୍ଗ ଜୋନରେ ଭିଡ଼ ଜମୁଥିବା ଦେଖିବାକୁ ମିଳିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes