ବିକ୍ରମ ଆରୁଖ ହୋଇପାରନ୍ତି ବାଚସ୍ପତି

ପୂର୍ବତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆସନ୍ତାକାଲି ରାଜ୍ୟ ମନ୍ତ୍ରିମଣ୍ଡଳର ନବ କଳେବର ପରେ ବାଚସ୍ପତି ଦାୟିତ୍ୱ ନେଇପାରନ୍ତି ବୋଲି ଗଣମାଧ୍ୟମରେ ସମ୍ଭାବନା ବ୍ୟକ୍ତ କରାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version