ବିକାଶମୂଳକ ପ୍ରକଳ୍ପ କାର୍ଯ୍ୟାଦେଶ ପତ୍ର ବାଣ୍ଟିଲେ ସାଂସଦ

ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ସଂସଦୀୟ ପାଣ୍ଠିରୁ ବିକାଶମୂଳକ କାର୍ଯ୍ୟ ପାଇଁ କାର୍ଯ୍ୟାଦେଶ ପତ୍ର ବଣ୍ଟନ କରିଥିଲେ l

ସୂଚନାଯୋଗ୍ୟ ଯେ, ସାଂସଦ ସଂସଦୀୟ କ୍ଷେତ୍ରରେ ଜନସାଧାରଣଙ୍କ ଆଗ୍ରହ କ୍ରମେ ଗ୍ରହଣ କରିଥିବା ଆବେଦନଗୁଡିକୁ ଅନୁଧ୍ୟାନ କରି ଏହା ସଫଳ ରୂପାୟନ ପାଇଁ ନିରନ୍ତର ପ୍ରୟାସ କରୁଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes