ବଲାଙ୍ଗିର ସହରରେ ଥିବା ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ଏନ୍ସିପିଏର ଗାଇଡଲାଇନ୍ ହିସାବରେ ଏ ବର୍ଷ ଆସୁନଥିବାରୁ ସ୍ଥାନୀୟ ତଥା ଆଖପାଖ ଅଂଚଳର ଅନେକ ମେଧାବୀ ତଥା ଗରିବ ଛାତ୍ର ବିଇଡି ଶିକ୍ଷାରୁ ବଞ୍ଚିତ ହେଉଥିବା ଦାବି କରି ଆଜି ଛାତ୍ର କଂଗ୍ରେସର ଜିଲ୍ଲା ସଭାପତି ଅଙ୍କିତ ସାହୁଙ୍କ ନେତୃତ୍ୱରେ ଏକ ଦଳ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ କୁଳପତି ଉମାବଲ୍ଲଭ ମହାପାତ୍ରଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି।