ବାହୁଡା ଯାତ୍ରା ପାଇଁ ଉଦଳା ପ୍ରଶାସନ ପକ୍ଷରୁ ଦୋକନ ଉଚ୍ଛେଦ

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳାରେ ବାହୁଡା ଯାତ୍ରା ପାଇଁ ମେନ ମାର୍କେଟ ରାସ୍ତା ପାର୍ଶ୍ୱ ଉପରେ ବସି ଥିବା ଉଠା ଦୋକନ, ହୋଟେଲ, ଡ୍ରେସ, ଜଳଖିଆ ଦୋକନ ଆଦି ଦୋକନ ଉଚ୍ଛେଦ କରାଯାଇଛି ।

ଉଦଳା ଏନଏସି, ପୋଲିସ ପ୍ରଶାସନଙ୍କ ସହଯୋଗରେ ଏହି କାର୍ଯ୍ୟ ଚାଲିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes