ବାସୁଘାଇ ସେପ୍ଟେଜ ଟ୍ରିଟମେଣ୍ଟ ପ୍ଲାଣ୍ଟରେ ମନ୍ତ୍ରୀ, ମେୟର

ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଏବଂ ବିଏମସି ଅଧିକାରୀଙ୍କ ସହିତ ବାସୁଘାଇରେ ଅବସ୍ଥିତ ସେପ୍ଟେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ପରିଦର୍ଶନ କରିଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ l

ବର୍ତ୍ତମାନ ସହରରୁ ଉତ୍ପନ୍ନ ହେଉଥିବା ମଳିନ ବର୍ଜ୍ୟବସ୍ତୁକୁ ଟ୍ରିଟମେଣ୍ଟ କରୁଥିବା ଏହି ପ୍ଲାଣ୍ଟ ଭୁବନେଶ୍ୱରରେ ଜଳାଶୟ ପ୍ରଦୂଷଣକୁ ହ୍ରାସ କରିବ ବୋଲି ଆଶା କରାଯାଉଥିବା ମେୟର ଓ ମନ୍ତ୍ରୀ କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes