ବାଳିକା ସଶକ୍ତିକରଣ ମିଶନ-୨୦୨୨ ଉଦ୍‌ଘାଟିତ

ଏନଟିପିସିର ପ୍ରମୁଖ ସିଏସଆର ପଦକ୍ଷେପ ସ୍ୱରୂପ “ବାଳିକା ସଶକ୍ତିକରଣ ମିଶନ-୨୦୨୨” ଏନଟିପିସି ତାଳଚେର କଣିହାଁ ଠାରେ ଉଦ୍‌ଘାଟିତ ହୋଇଯାଇଛି ।

ତାଳଚେର କଣିହାଁର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କେ. ଶ୍ରୀନିବାସ ରାଓ ଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିବା ବେଳେ ତନଭି ସଙ୍ଗମର ଅଧ୍ୟକ୍ଷା କେ. ସ୍ୱର୍ଣ୍ଣଲତା ରାଓ,ବିଭିନ୍ନ ବିଭାଗର ଜେନେରାଲ ମ୍ୟାନେଜର, ବିଭାଗୀୟ ମୁଖ୍ୟ,ଶ୍ରମିକ ସଙ୍ଗଠନର ପ୍ରତିନିଧି ଉପସ୍ଥିତ ଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes