ବାଲେଶ୍ୱର ମେଡିକାଲ କଲେଜରେ ଚିକିତ୍ସା ଅବହେଳାରୁ ମୃତ୍ୟୁ ଅଭିଯୋଗ

ଏ ନେଇ ମେଡିକାଲ୍‌ ଫାଣ୍ଡିରେ ଅଭିଯୋଗ କରିଛନ୍ତି ମୃତ ମହିଳାଙ୍କ ପୁଅ।ଭୋଗରାଇ ଅଞ୍ଚଳରୁ ଆସି ମେଡିକାଲ୍‌ରେ ଭର୍ତ୍ତି ହୋଇଥିଲେ।

ଚିକିତ୍ସା ନ କରିବାରୁ ମୃତ୍ୟୁ ହେଲା ବୋଲି ଲିଖିତ ଅଭିଯୋଗ କରିଛନ୍ତି। ଏ ନେଇ ଅଧୀକ୍ଷକ କହିଛନ୍ତି ଆମ ପାଖକୁ ଅଭିଯୋଗ ଆସିଲେ ଯାହା କହିବୁ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes