ବାଲେଶ୍ୱରରେ ଦିନକରେ ୧୧ କରୋନାରେ ଆକ୍ରାନ୍ତ September 29, 2022 by Rameswar mahakur ଗତ ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର ଜିଲ୍ଲାରେ ୧୧ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି l