ବାଲେଶ୍ବରରେ ହେବ ବଜ୍ରପାତ ସୂଚନା ଗବେଷଣା କେନ୍ଦ୍ର

କାଳବୈଶାଖୀ ଓ ବଜ୍ରପାତ ସମ୍ପର୍କିତ ସତର୍କ ସୂଚନା ଆଗୁଆ ଦେବା ପାଇଁ ବାଲେଶ୍ବରରେ ଏକ ସୂଚନା ଗବେଷଣା କେନ୍ଦ୍ର ହେବ।

ବାଲେଶ୍ବରରେ ଦେଶର ପ୍ରଥମ ବଜ୍ରପାତ ସୂଚନା କେନ୍ଦ୍ର ହେବ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes