ବାଲି ଚୋରାଚାଲାଣ ଅଭିଯୋଗରେ ୨ହାଇୱା ଅଟକ

ସୁବର୍ଣ୍ଣପୁର ଜିଲ୍ଲା ବିନିକା ମହାନଦୀ ଘାଟରୁ ବେଆଇନ ଭାବେ ବାଲି ଚୋରାଚାଲାଣ ହେଉଥିବା ୨ ହାଇଓ୍ବାକୁ ଆଜି ଦିନ ୧୦ଘଣ୍ଟା ସମୟରେ ବିନିକା ଅତିରିକ୍ତ ତହସିଲଦାର, ରାଜସ୍ବ ଅଧିକାରୀ ଓ ଷ୍ଟାଫ ବିନିକା ସହରର ଏନଏସି ଅଫିସ ସମ୍ମୁଖରେ ଧରିଛନ୍ତି ।

ବର୍ତମାନ ଉଭୟ ଗାଡ଼ିକୁ ଅଟକ ରଖି କାଗଜପତ୍ର ଯାଞ୍ଚ କରାଯାଉଥିବା ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes