ବାଲିକୁଦାରେ ୧୪୦ ମିମି ବର୍ଷା ରେକର୍ଡ

ଗତ ୨୪ ଘଣ୍ଟା ମଧ୍ୟରେ ବର୍ତ୍ତମାନ ସୁଦ୍ଧା ଜଗତସିଂହପୁର ଜିଲ୍ଲା
ବାଲିକୁଦାରେ ୧୪୦ ମିମି ଓ ନୂଆଗାଁରେ ୧୩୨ ମିମି ବର୍ଷା ହୋଇଥିବା ପାଣିପାଗ ବିଭାଗ ସୂଚନା ଦେଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes