ବାଲିଅନ୍ତାର ବିଭିନ୍ନ ଗ୍ରାମରେ ପାଳିତ ହେଲା ଝାମୁଯାତ୍ରା

ଭୁବନେଶ୍ୱର ନିକଟବର୍ତ୍ତୀ ବାଲିଅନ୍ତା ବ୍ଲକ ଅନ୍ତର୍ଗତ ନାଗପୁର , ହୀରାପୁର,ଚଢେଇ ଗୁଆ ଭୋଇ ସାହି, ବଡ଼ ଭୋଇ ସାହି,ବସନ୍ତ ପେଡି ଓ ସରକଣା ଗ୍ରାମରେ ଫୋଡା ଫାଟୁଆ ଓ ବାର୍ଷିକ ଚୈତ୍ର ପର୍ବ ଏବଂ ଝାମୁଯାତ୍ରା ଅନୁଷ୍ଠିତ ହୋଇଯାଇଛି |

ସକାଳୁ ଗ୍ରାମ ଦେବତୀ ମା’ମଙ୍ଗଳଙ୍କ ଆଳତୀ ପରେ ରୀତିନୀତି ଅନୁସାରେ ମା’ଙ୍କର ପୂଜାର୍ଚନା କରାଯାଇ ଥିଲା | ଶତାଧିକ ବର୍ଷ ହେଲା ଝାମୁଯାତ୍ରା ଏଠାରେ ବୈଶାଖ ମାସ ପଣା ସଂକ୍ରାନ୍ତି ଦିନ ଆୟୋଜିତ ହୋଇ ଆସୁଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes