ବାଲପୁର ଗ୍ରାମରେ ଅନନ୍ତ ବ୍ରତ ପାଳନ

ସୋନପୁର ସଦରବ୍ଲକ ଛକୋରମାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାଲପୁର ଗ୍ରାମରେ ଆଜି ଅନନ୍ତ ବ୍ରତ ପାଳନ କରାଯାଇଛି l

ପୂଜାର୍ଚ୍ଚନା କରିଥିଲେ ଆନନ୍ଦ ଚାନ୍ଦ ଓ ଗ୍ରାମର ଭକ୍ତ ବୃନ୍ଦ ଯୋଗଦେଇ ଭଗବାନ ଅନନ୍ତ ନାରାୟଣଙ୍କ ପୂଜାର୍ଚ୍ଚନା କରିଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes