ବାଲପୁରରେ ଗ୍ରାମପତୀ ସ୍ୱୟଂ ସହାଜୀକା ଗୋଷ୍ଠୀରେ ଧାନକ୍ରୟ ଆରମ୍ଭ

ସୋନପୁର ସଦର ବ୍ଲକ ଛକୋରମାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାଲପୁର ଗ୍ରାମରେ ଗ୍ରାମପତୀ ସ୍ୱୟଂ ସହାଜୀକା ଗୋଷ୍ଠୀର ଧାନକ୍ରୟ ଆରମ୍ଭ ହୋଇଛି।

ଏହାକୁ ଉଦଘାଟନ କରିଥିଲେ ପୂର୍ବତନ ସରପଞ୍ଚ ଶଙ୍କର ପ୍ରସାଦ ସା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes