ବାରିପଦା ସହର ନିକଟରେ ପହଞ୍ଚିଲା ଦନ୍ତା ହାତୀ

ଆଜି ବାରିପଦା ସହର ନିକଟ ପୋଡା ଅସ୍ତିଆ ଠାରେ ପହଞ୍ଚିଛି ଏକ ଦନ୍ତା ହାତୀ।

ବନ ବିଭାଗ କର୍ମଚାରୀମାନେ ହାତୀର ଗତିବିଧି ଉପରେ ଲକ୍ଷ୍ୟ ରଖିଛନ୍ତି। ଗତକାଲି ରାତିରେ ହାତୀଟି ପାଇକବସା ଅଞ୍ଚଳରେ ଥିଲା। ତେବେ ଆଜି ସକାଳ ସମୟରେ ଜାମବଣି ହୋଇ ପୋଡା ଅସ୍ତିଆ ଅଞ୍ଚଳରେ ଆସି ପହଁଚିଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes