ବାରିପଦାରେ କାଳ ବୈଶାଖୀ ବର୍ଷା

ଆଜି ବାରିପଦା ଠାରେ ମଧ୍ୟାହ୍ନ ସମୟରୁ କାଳ ବୈଶାଖୀ ବର୍ଷା ଆରମ୍ଭ ହୋଇଥିବା ବେଳେ ଜୋର ବର୍ଷା ସାଙ୍ଗକୁ ମଧ୍ୟମ ପବନ ହେଉଥିବା ବେଳେ ବିଜୁଳି ଘଡଘଡି ହେଉଥିବାର ମଧ୍ୟ ଦେଖିବାକୁ ମିଳିଛି ।

ତେବେ ପ୍ରଚଣ୍ଡ ରୌଦ୍ରତାପରୁ କିଛିଟା ଆସ୍ୱସ୍ତି ମିଳିଥିବା ବେଳେ ପନିପରିବା ଚାଷରେ ଅନେକ କ୍ଷତି ହେବାର ଆଶଙ୍କା କୁ ନେଇ ମୁଣ୍ଡରେ ହାତ ଦେଇ ଚିନ୍ତାରେ ଚାଷୀ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes