ବାରମ୍ବାର ବିଦ୍ୟୁତ କାଟ ନେଇ ଷ୍ଟାଣ୍ଡିଙ୍ଗ କମିଟିର ଉଦବେଗ

ଖରା ଦିନରେ ବାରମ୍ବାର ବିଦ୍ୟୁତ କାଟ ଓ ଅଧିକ ବିଲ ଆସିବା ଅଭିଯୋଗ ଉପରେ ଆଜି ଶକ୍ତି ବିଭାଗ ଷ୍ଟାଣ୍ଡିଙ୍ଗ କମିଟି ବିଭିନ୍ନ ବିଦ୍ୟୁତ ବିତରଣକାରୀ କମ୍ପାନୀ ସହ ଆଲୋଚନା କରିଥିବା କହିଛନ୍ତି ଷ୍ଟାଣ୍ଡିଙ୍ଗ କମିଟିର ଅଧ୍ୟକ୍ଷ ବିଧାୟକ ସୁବ୍ରତ ତରାଇ l

ଟାଇମ ମ୍ୟନେଜମେଣ୍ଟ ଠିକ ରଖିବା ସହ ବର୍ଷା ଦିନ ପୂର୍ବରୁ ସବୁ କାମ ସାରିବା ଏବଂ ବିଲ ସମସ୍ୟାର ସମାଧାନ ବିଦ୍ୟୁତ ଅଦାଲତରେ କରିବାକୁ କୁହାଯାଇଥିବା ସେ କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes