ବାରବାଟୀ ମ୍ୟାଚ ପାଇଁ 62 ପ୍ଲାଟୁନ ଫୋର୍ସ ମୁତୟନ

ଆସନ୍ତା 12 ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ ପାଇଁ 8 ଜଣ ଡିସିପି, 4 ଜଣ ଅତିରିକ୍ତ ଡିସିପି, 200 ଅଫିସରଙ୍କ ସମେତ ମୋଟ 62 ପ୍ଲାଟୁନ ଫୋର୍ସ ମୁତୟନ ହେବେ ବୋଲି ବରିଷ୍ଠ ଅଧିକାରୀ କହିଛନ୍ତି l

ସହରର ପାଞ୍ଚଟି ସ୍ଥାନରେ ପାର୍କିଙ୍ଗ ପାଇଁ ବ୍ୟବସ୍ଥା କରାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes