ବାରବାଟୀ ମ୍ୟାଚ ପାଇଁ ଚାଲିବ ୮ସ୍ୱତନ୍ତ୍ର ବସ

କଟକରେ ଆସନ୍ତା ୧୨ତାରିଖରେ ହେବାକୁ ଥିବା ଆନ୍ତର୍ଜାତିକ ଟ୍ୱେଣ୍ଟି-୨୦ ମ୍ୟାଚ ପାଇଁ ୮ଟି ସ୍ୱତନ୍ତ୍ର ବସ ଚଳାଚଳ କରିବ ବୋଲି କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ସୁରେଶ ଚନ୍ଦ୍ର ଦଳାଇ ଅଧ୍ୟକ୍ଷତାରେ ଏକ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

୮ଟି ବସ ମଧ୍ୟରୁ କଟକ ରେଲୱେଷ୍ଟେସନକୁ ଓ ଅନ୍ୟ ୪ଟି ବାଦାମବାଡ଼ି ବସଷ୍ଟାଣ୍ଡକୁ ଯାତ୍ରୀ ବହନ କରିବ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes