ବାରବାଟୀ ଟି -ଟ୍ୱେଣ୍ଟି ପାଇଁ ଜୁନ ୧ ରୁ ଅନଲାଇନରେ ଟିକେଟ

କଟକର ବାରବାଟୀ ଷ୍ଟାଡିଅମରେ ହେବାକୁ ଥିବା ଭାରତ -ଦକ୍ଷିଣ ଆଫ୍ରିକା ଟି -ଟ୍ୱେଣ୍ଟି ମ୍ୟାଚ ପାଇଁ ଜୁନ 1 ତାରିଖରୁ ଅନଲାଇନରେ ଟିକେଟ ବିକ୍ରି ହେବ ବୋଲି ଆଜି ଓସିଏ ପକ୍ଷରୁ କୁହାଯାଇଛି l

ଜୁନ 9 ଓ 10 ତାରିଖରେ ଅଫଲାଇନରେ ଟିକେଟ ବିକ୍ରି ହେବ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes