ବାରବାଟୀ ଟିକେଟ କାଉଣ୍ଟରରେ ଧସ୍ତାଧସ୍ତି

ମ୍ୟାଚ ପାଇଁ ବାରବାଟୀ କାଉଣ୍ଟରରେ ଆଜି ଟିକେଟ ବିକ୍ରି ଚାଲିଥିବା ବେଳେ ମହିଳାଙ୍କ ଧାଡିରେ ଧସ୍ତାଧସ୍ତି ଚାଲିଥିବା ଦେଖିବାକୁ ମିଳିଛି l ଟିକେ କିଣିବାକୁ ଗତକାଲି ରାତିରୁ ଲମ୍ବା ଲାଇନ ଲାଗି ରହିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes