ବାରବାଟୀର ଅଗ୍ନି ନିରାପତ୍ତା ନେଇ ମାନବାଧିକାର କମିଶନଙ୍କ ନୋଟିସ

ଆସନ୍ତା ଜୁନ 12 ତାରିଖରେ ବାରବାଟୀ ଷ୍ଟାଡିଅମରେ ଭାରତ -ଦକ୍ଷିଣ ଆଫ୍ରିକା ଟି -ଟ୍ୱେଣ୍ଟି ମ୍ୟାଚ ହେବାର ଥିବା ବେଳେ ଷ୍ଟାଡିଅମରେ ଅଗ୍ନି ନିରାପତ୍ତା ନେଇ ପ୍ରଶ୍ନ ଉଠାଇଛନ୍ତି ରାଜ୍ୟ ମାନବାଧିକାର କମିଶନ l

ସମାଜସେବୀ ନିଶିକାନ୍ତ ମିଶ୍ରଙ୍କ ପକ୍ଷରୁ ଆଗତ ପିଟିସନର ଶୁଣାଣି କରି କମିଶନ ଓସିଏ ଓ କଟକ ଡିସିପିଙ୍କୁ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes