ଗୋପାଳପୁର ବେଳାଭୂମି ୨ ଦିନ ପର୍ଯ୍ୟଟକଙ୍କୁ ବାରଣ ସତ୍ତ୍ୱେ ଆଜି ଗହଳି ଥିବା ଦେଖିବାକୁ ମିଳିଛି ସ୍ଥାନୀୟ ପୁଲିସ ଗୋପାଳପୁର କଲେଜ୍ ଛକ ଠାରେ ବ୍ଲକିଂ କରୁଥିଲେ ମଧ୍ୟ ଅମାନିଆ ଲୋକେ ଅନ୍ୟ ବାଟ ଦେଇ ବେଳାଭୂମିରେ ଆସୁଛନ୍ତି।
ସୂଚନା ଯେ ସମ୍ଭାବ୍ଯ ଅସାନି ବାତ୍ଯାକୁ ନଜରରେ ରଖି ସମୁଦ୍ର ଅଶାନ୍ତ ରହିବା ଆଶଙ୍କାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବେଳାଭୂମିକୁ ପର୍ଯ୍ୟଟକ ଙ୍କୁ ବାରଣ କରିଛନ୍ତି ।