ବାରଙ୍ଗ -1999 ଚଳଚ୍ଚିତ୍ରକୁ ବିରୋଧ କଲେ ପୀଡିତା

1999 ମସିହାର ଏକ ବହୁ ଚର୍ଚ୍ଚିତ ଗଣବଳାତ୍କାର ମାମଲାକୁ ପୃଷ୍ଠଭୂମି କରି ଓଟିଟି ପ୍ଲାଟଫର୍ମ ପାଇଁ ନିର୍ମାଣ କରାଯାଇଥିବା ‘ବାରଙ୍ଗ -1999’ ଚଳଚ୍ଚିତ୍ରକୁ ପୀଡିତା ତୀବ୍ର ବିରୋଧ କରିବା ସହ ଏହା ବିରୋଧରେ ଅଦାଲତକୁ ଯିବେ ବୋଲି ଆଜି ଗଣମାଧ୍ୟମରେ ଚେତାବନୀ ଦେଇଛନ୍ତି l
ତେବେ ଏହି ଚଳଚ୍ଚିତ୍ର କୌଣସି ବ୍ୟକ୍ତିଙ୍କ ଜୀବନୀ କିମ୍ବା ଘଟଣା ଆଧାରରେ କରାଯାଇନାହିଁ ବୋଲି ନିର୍ମାତା ଅକ୍ଷୟ ପରିଜା ନିଜ ପ୍ରତିକ୍ରିୟାରେ କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes