ବାମରାରେ ପାଞ୍ଚ ଦିନିଆ ସେଲିବ୍ରେଟ ଲାଇଫ ଉତ୍ସବ ଆରମ୍ଭ

ସମ୍ବଲପୁର ଜିଲ୍ଲା ବାମରା ଠାରେ ଆଜିଠାରୁ ପାଞ୍ଚଦିନିଆ ସେଲିବ୍ରେଟ୍ ଲାଇଫ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।

କାର୍ଯ୍ୟକ୍ରମର ପ୍ରଥମ ଦିନ ସକାଳୁ ଦୂର୍ଗା ମଣ୍ଡପ ପଡ଼ିଆରେ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଯୋଗ ଗୁରୁ ସ୍ବାମୀ ଧୀରେନ୍ଦ୍ର ଆଚାର୍ଯ୍ୟ ଲୋକଙ୍କୁ ଯୋଗ ତାଲିମ ଦେଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes